*ମୃତ୍ୟୁ ପୂର୍ବରୁ 'ରାବଣ' 'ଲକ୍ଷ୍ମଣଙ୍କୁ' ନିମ୍ନଲିଖିତ ୩ଟି କଥା କହିଥିଲେ :-*

*ମୃତ୍ୟୁ ପୂର୍ବରୁ 'ରାବଣ' 'ଲକ୍ଷ୍ମଣଙ୍କୁ' ନିମ୍ନଲିଖିତ ୩ଟି କଥା କହିଥିଲେ :-*

ଯେତେବେଳେ ରାବଣ ମୃତ୍ୟୁ ଶଯ୍ୟାରେ ଥିଲେ, ସେହି ସମୟରେ ଭଗବାନ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣଙ୍କୁ କହିଲେ :-

ଏହି ସଂସାରରୁ ନୀତି, ରାଜନୀତି ଓ ଶକ୍ତି ର ମହାନ ପଣ୍ଡିତ ବିଦାୟ ନେଉଛନ୍ତି,

ତୁମେ ତାଙ୍କ ନିକଟକୁ ଯାଅ ଏବଂ ତାଙ୍କ ପାଖରୁ ଏମିତି କିଛି ଶିକ୍ଷା ଲାଭ କର ଯାହାକି ଅନ୍ୟ କେହି ଦେଇପାରିବେ ନାହିଁ।

ଶ୍ରୀରାମ ଙ୍କ କଥା ମାନି ଲକ୍ଷ୍ମଣ ମୃତ୍ୟୁ ଶଯ୍ୟାରେ ଥିବା ରାବଣଙ୍କ ନିକଟକୁ ଯାଇ ତାଙ୍କ ମସ୍ତିଷ୍କ (ମୁଣ୍ଡ) ପଟରେ ଠିଆ ହେଲେ।

ରାବଣ ତାଙ୍କୁ କିଛି କହିଲେ ନାହିଁ।


ଲକ୍ଷ୍ମଣ ଶ୍ରୀରାମ ଙ୍କ ନିକଟକୁ ଫେରିଆସିଲେ......
ରାମଚନ୍ଦ୍ର କହିଲେ ଯଦି କାହାରି ଠାରୁ ଜ୍ଞାନ ଆହରଣ କରିବାର ଥାଏ ତେବେ ତାଙ୍କ ମସ୍ତିଷ୍କ ପାର୍ଶ୍ଵ ପରିବର୍ତ୍ତେ ଚରଣ ପାର୍ଶ୍ଵରେ ଠିଆ ହେବା ଆବଶ୍ୟକ।

ଏକଥା ଶୁଣି ଲକ୍ଷ୍ମଣ ପୁନର୍ବାର ଯାଇ ରାବଣଙ୍କ ଚରଣ ପାର୍ଶ୍ଵରେ ଯାଇ ଠିଆ ହୋଇଗଲେ।

ସଙ୍ଗେ ସଙ୍ଗେ ମହାପଣ୍ଡିତ ରାବଣ ଲକ୍ଷ୍ମଣଙ୍କୁ ୩ଟି କଥା କହିଲେ ଯାହାକି ଜୀବନର ସଫଳତାର ଚାବିକାଠି।



୧) WhatsApp ଠାରୁ ଦୂରରେ ରୁହ

୨) Facebook ର ଉପଯୋଗ କରନାହିଁ

ଏବଂ

୩) JIO SIM ର ମାୟାରେ ପଡ଼ିନାହିଁ।

ନହେଲେ ଅବସ୍ଥା ଗୁରୁତର ଭାବେ ଭୟାବହ ହେବ
😎😭😎😭😎😭

ଧ୍ୟାନ ଦେଇ ପଢିଥିବାରୁ ଧନ୍ୟବାଦ.......

🙏🙏🙏
*ମୃତ୍ୟୁ ପୂର୍ବରୁ 'ରାବଣ' 'ଲକ୍ଷ୍ମଣଙ୍କୁ' ନିମ୍ନଲିଖିତ ୩ଟି କଥା କହିଥିଲେ :-* *ମୃତ୍ୟୁ ପୂର୍ବରୁ 'ରାବଣ' 'ଲକ୍ଷ୍ମଣଙ୍କୁ' ନିମ୍ନଲିଖିତ ୩ଟି କଥା କହିଥିଲେ :-* Reviewed by odia love story on October 09, 2018 Rating: 5

No comments:

'
Powered by Blogger.