Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା

Virat Kohli Biography in Odia

Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା

Virat Kohli is an Indian international cricketer who currently captains the India national team. An elegant right-handed batsman.

ପୁରା ନାମ -ବିରାଟ କୋହଲୀ
ଜନ୍ମ - ୫ ନଭେମ୍ବର ୧୯୮୮
ଜନ୍ମ ସ୍ଥାନ- ଦିଲ୍ଲୀ, ଭାରତ
ଡାକ ନାମ -ଚୀକୁ
ଉଚ୍ଚତା -୧.୭୫ ମି.( ୫ ଫୁଟ  ୯ ଇଂ ଚ )
ବ୍ୟାଟିଙ୍ଗ - ଡାହାଣହାତି
ବୋଲିଂ - ଡାହାଣହାତି ମିଡିଅମ
ଭୁମିକା -ବ୍ୟାଟ୍ସମ୍ୟାନ, ଭାରତୀୟ କ୍ରିକେଟ ଅଧିନାୟକ
ସାର୍ଟ   ନଂ -‎୧୮

ପୁରସ୍କାର-
ଅର୍ଜୁନ ଆୱାର୍ଡ ( ୨୦୧୩ )
ସାର  ଗ୍ରୁର୍ଫିଏଲଡ଼ ସବ୍ୱେର୍ସ ଟ୍ରଫି ( ୨୦୧୭ )
ପୁଲ୍ରେଲ୍ୟ ଉମରିଗର  ଆୱାର୍ଡ  ଆନ୍ତର୍ଜାତୀୟ  କ୍ରିକେଟର ପାଇଁ ( ୨୦୧୧ –୧୨ , ୨୦୧୪ –୧୫ , ୨୦୧୫ –୧୬ , ୨୦୧୬ –୧୭ , ୨୦୧୭ –୧୮ )
ପଦ୍ମ  ଶ୍ରୀ ( ୨୦୧୭ )
ୱେସଡେନ  ଲିଡିଙ୍ଗ  ସିରିଜ  ବିଶ୍ୱ କ୍ରିକେଟର ପାଇଁ ( ୨୦୧୬ , ୨୦୧୭ )
Virat Kohli Biography in Odia

Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା


ସମ୍ୱନ୍ଧ - ସରୋଜ  କୋହଲି (ମା)
          ପ୍ରେମ  କୋହଲି (ପିତା)
          ଅନୁଷ୍କା  ଶର୍ମା (ସ୍ତ୍ରୀ )
          ବିକାଶ କୋହଲି (ଭାଇ )
          ଭାବନା  କୋହଲି ( ଭଉଣୀ )
ୱେବ ସାଇଟ -  https://www.viratkohli.club/

ବିରାଟ କୋହଲୀ କ୍ଟବେର ୨୦୦୨ ରେ ୨୦୦୨ –୦୩  ପୁଲ୍ଲ୍ୟ  ଉମରିଗର  ଟ୍ରଫି ୧୫  ବର୍ଷରୁ କମ  କ୍ରିକେଟ ଖେଳ ରେ ନିଜର  କ୍ରିକେଟ କ୍ୟାରିୟର ଦିଲ୍ଲୀ ରୁ ଖେଳିବା  ଆରମ୍ଭ କରିଥିଲେ | ସେ  ନଭେମ୍ବର ମାସ ୨୦୧୬ ବର୍ଷ ଦିଲ୍ଲୀ ଓ ତାମିଲ ନାଡୁ ମଧ୍ୟରେ ହେଇଥିଵା ୧୯ ବର୍ଷରୁ କମ  କ୍ରିକେଟ ଖେଳ ରେ ପ୍ରଥମ ଥର ପାଇଁ ଖେଳି ଥିଲେ ଏବଂ ସେ ସେହି ଖେଳରେ ୧୦ ରନ ସଂଗ୍ରହ କରିଥିଲେ |  ଉନ୍ନତ ପ୍ରଦର୍ଶନଦ୍ଵାରା ଦିଲ୍ଲୀକୁ ପ୍ରତିନିଧିତ୍ଵ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ଵକପ ଦଳରେ ଅଧିନାୟକ ଦାଇତ୍ଵ ଦିଆଯାଇଥିଲା ଓ ସେ ଭାରତକୁ ୧୯-ବର୍ଷରୁ କମ ବିଶ୍ଵକପ ବିଜେତା କରାଇଥିଲେ ।

ଅଗଷ୍ଟ  ୨୦୦୮  ରେ ତାଙ୍କୁ ଶ୍ରୀଲଙ୍କା ସହ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନଦ୍ଵାରା ସେ ୨୦୧୧ ବିଶ୍ଵକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । ଜୁନ ୨୦ , ୨୦୧୧  କିଙ୍ଗଷ୍ଟନଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ ଏବଂ ଜୁନ  ୧୨ , ୨୦୧୦  ରେ ତାଙ୍କୁ  ଜ଼ିମ୍ବାଵେ ସହିତ  ହାରାରେ ସ୍ପୋର୍ଟ୍ସ   ପ୍ରଥମ ଟି୨୦  ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା ।
Virat Kohli Biography in Odia

୧୧  ଡ଼ିସେମ୍ବର  ୨୦୧୭ ରେ  ବିରାଟ କୋହଲୀ ଅଭିନେତ୍ରୀ ଅନୁଷ୍କା  ଶର୍ମାଙ୍କୁ ଫ୍ଲୋରେନ୍ସ , ଇଟାଲୀ ଠାରେ  ବିବାହ କରିଥିଲେ |

ବିରାଟ କୋହଲୀ ଏବେ  ଭାରତୀୟ ଟେଷ୍ଟ ଦଳ, ଦିନିକିଆ ଦଳ ଓ ଟି୨୦ ଦଳର ଅଧିନାୟକ ଅଛନ୍ତି ଏବଂ ସେ ଆଇପିଏଲ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଅଧିନାୟକ ଅଛନ୍ତି ।

Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା


Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା

Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା Virat Kohli Biography in Odia | ବିରାଟ କୋହଲୀ ବିଷୟରେ କିଛି ଜାଣିବା କଥା Reviewed by odia love story on June 17, 2018 Rating: 5

No comments:

'
Powered by Blogger.