Mahendra Singh Dhoni Biography In Odia | ମହେନ୍ଦ୍ର ସିଂହ ଧୋନି ବିଷୟରେ କିଛି ଜାଣିବା କଥା

Mahendra Singh Dhoni Biography In OdiaMahendra Singh Dhoni Biography In Odia | ମହେନ୍ଦ୍ର ସିଂହ ଧୋନି ବିଷୟରେ କିଛି ଜାଣିବା କଥା

Mahendra Singh Dhoni is an Indian international cricketer who captained the Indian national team in limited-overs formats from 2007 to 2016 and in Test cricket from 2008 to 2014.

ନାମ -ମହେନ୍ଦ୍ର ସିଂହ ଧୋନି
ଜନ୍ମ -   ୭ ଜୁଲାଇ ୧୯୮୧
ଜନ୍ମ ସ୍ଥାନ- ରାଞ୍ଚି ,ଝାଡ଼ଖଣ୍ଡ, ଭାରତ
ଡାକ ନାମ -ମାହି,ଏମଏସ
ଉଚ୍ଚତା -୧.୭୫ ମି.( ୫ ଫୁଟ  ୯ ଇଂ ଚ )
ବ୍ୟାଟିଙ୍ଗ - ଡାହାଣହାତି
ବୋଲିଂ - ଡାହାଣହାତି ମିଡିଅମ
ଭୁମିକା -ୱିକେଟ-ରକ୍ଷକ, ଭାରତୀୟ କ୍ରିକେଟ ଅଧିନାୟକ
ସାର୍ଟ   ନଂ -‎ ୭

ପୁରସ୍କାର-
ରାଜୀବ ଗାନ୍ଧୀ ଖେଳରତ୍ନ ( ୨୦୦୭ -୦୮ )
ଡକ୍ଟରେଟ୍ ଉପାଧି (ଦି ମୋଣ୍ଟଫୋର୍ଟ ୟୁନିଭର୍ସିଟି ତରଫରୁ) ୨୦୧୧

ସମ୍ୱନ୍ଧ - ଦେବକୀ ଦେବୀ (ମା)
          ପାନ୍ ସିଂହ (ପିତା)
          ସାକ୍ଷୀ ସିଂହ ରାୱତ (ସ୍ତ୍ରୀ )
          ନରେନ୍ଦ୍ର (ଭାଇ )
          ଜୟନ୍ତୀ ( ଭଉଣୀ )
          ଜ଼ିଭା  ଧୋନି ( ଝିଅ )

ମହେନ୍ଦ୍ର ସିଂହ ଧୋନି ନିଜର ବଳିଷ୍ଠ ପ୍ରଦର୍ଶନଦ୍ୱାରା ତାଙ୍କୁ ୧୯୯୭/୯୮ ମସିହା ପାଇଁ ଷୋହଳ ବର୍ଷରୁ କମ୍ ବିନୁ ମଙ୍କଡ୍ ଟ୍ରଫି ପାଇଁ ବଛା  ଯାଇଥିଲା |
୨୦୦୧ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଧୋନି  ଦକ୍ଷିଣ ପୂର୍ବ ରେଳପଥ ଖଡକପୁର ରେଳ ଷ୍ଟେସନରେ ଜଣେ ରେଳ ଟିକେଟ୍ ଯାଞ୍ଚ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ |
୨୩ ଡିସେମ୍ବର ୨୦୦୪ ମସିହା ଡିସେମ୍ୱରରେ ବାଂଲାଦେଶ ବିରୁଦ୍ଧରେ ଧୋନି ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
୨ ଡିସେମ୍ବର ୨୦୦୫ ରେ ଶ୍ରୀଲଙ୍କା ବିରୁଦ୍ଧରେ ଧୋନି ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । 
ସେ ନିଜର ପ୍ରଥମ ଶତକ (୧୪୮ ରନ୍) ପାକିସ୍ତାନ ବିରୁଦ୍ଧରେ କରିଥିଲେ । 
୨୦୦୭ ମସିହାରେ ହୋଇଥିବା ପ୍ରତମ ଟି୨୦ ବିଶ୍ୱକପରେ ଧୋନିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଫାଇନାଲରେ ପାକିସ୍ତାନକୁ ହରାଇ ବିଶ୍ୱ ଚମ୍ପିୟାନ ହୋଇଥିଲା ।
ଦୀର୍ଘ ୨୮ ବର୍ଷର ଅପେକ୍ଷାର ୨୦୧୧ ମସିହାରେ ହୋଇଥିବା ବିଶ୍ୱକପରେ ଧୋନିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଫାଇନାଲରେ (ମୁମ୍ବାଇର ବାୱଁଖେଡେ ଷ୍ଟାଡିୟମ ) ଶ୍ରୀଲଙ୍କାକୁ ହରାଇ ବିଶ୍ୱ ଚମ୍ପିୟାନ ହୋଇଥିଲା ।

Mahendra Singh Dhoni Biography In Odia | ମହେନ୍ଦ୍ର ସିଂହ ଧୋନି ବିଷୟରେ କିଛି ଜାଣିବା କଥା

୨୦୦୮ ଓ ୨୦୧୦ ବର୍ଡର ଗାଭାସ୍କର ଟ୍ରଫି, ୨୦୦୭/୦୮ ସିବି ସିରିଜ୍, ୨୦୧୦ ଏସିଆ କପ୍, ୨୦୧୩ର ଚାମ୍ପିୟନ୍ସ ଟ୍ରଫି ହାସଲ କରି  ମହେନ୍ଦ୍ର ସିଂହ ଧୋନି ଇତିହାସ ରଚନା କରିଛନ୍ତି |
୨୦୧୦ ମସିହା ଜୁଲାଇ ୪ ତାରିଖରେ ଉତ୍ତରାଖଣ୍ଡ ଡେରାଡୁନର ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ସାକ୍ଷୀ ସିଂହ ରାୱତଙ୍କୁ  ଧୋନି ବିବାହ କରିଥିଲେ ।
ହେଲକାଟ କନଫେଡେରଟେ, ନର୍ତ୍ତନ ଜୁବିଲେ  ୨୫୦ , ରାଜଦୂତ  350 , କବସକୀ  ନିଞ୍ଜା  ଏ ଚ୨, ସୁଜୁକି ହାୟାବୁସା , ହ୍ରଲେୱ ଡାଭିଡସନ ,ଡୁକାଟି ପରି  ୨୩ ରୁ ଉର୍ଦ୍ଧ୍ୱ ବହୁମୂଲ୍ୟ ମୋଟର ସାଇକେଲ ଧୋନି ନିଜ ଘରେ ଥିବା ସୋରୁମରେ ସଜାଇ ରଖିଛନ୍ତି ।
ଭାରତୀୟ ସ୍ଥଳସେନାରେ ଧୋନିଙ୍କୁ କ୍ୟାପଟେନ୍ ପଦବାଚ୍ୟ କରାଯିବା ସହ ଭାରତର ୨ୟ କ୍ରିକେଟର ହିସାବରେ ସଚିନ ତେନ୍ଦୁଲକରଙ୍କ ପରେ ସେ ସୁଖୋଇ ଯୁଦ୍ଧବିମାନରେ ଉଡିବାର ସୌଭାଗ୍ୟ ଲାଭ କରିଛନ୍ତି ।
ମହେନ୍ଦ୍ର ସିଂହ ଧୋନି କ୍ୟାପଟେନ କୁଲ୍ ଭାବେ ମଧ୍ୟ ପରିଚିତ ।
ତାଙ୍କ ଜୀବନୀ ଚଳଚିତ୍ର ଏମଏସ ଧୋନି :ଦା ଉନଟଲଡ଼  ଷ୍ଟୋରୀରେ  ତାଙ୍କ ବିଷୟରେ ଦର୍ଶା ଯାଇଅଛି |
୨୦୦୮–ବର୍ତ୍ତମାନ ପର୍ଯ୍ୟନ୍ତ ସେ ଚେନ୍ନାଈ ସୁପର କିଙ୍ଗସ କ୍ରିକେଟ ଟିମର  ଅଧିନାୟକଭାବେ  ୩ ଥର ବିଜୟ ହାସଲ କରିଛନ୍ତି |
(ମୁମ୍ବାଇ  ଇଂଡିଆନ୍ସ   - ୨୦୧୦  
 ରୋୟାଲ  ଚାଲ୍ରେଲେଞ୍ଜର୍ସ  ବାଙ୍ଗାଲୋର - ୨୦୧୧
ସନରାଇଜର  ହାଇଦ୍ରାବାଦ - ୨୦୧୮)
Buy Shoes at Lowest price

Mahendra Singh Dhoni Biography In Odia | ମହେନ୍ଦ୍ର ସିଂହ ଧୋନି ବିଷୟରେ କିଛି ଜାଣିବା କଥା

Mahendra Singh Dhoni Biography In Odia | ମହେନ୍ଦ୍ର ସିଂହ ଧୋନି ବିଷୟରେ କିଛି ଜାଣିବା କଥା Mahendra Singh Dhoni Biography In Odia | ମହେନ୍ଦ୍ର ସିଂହ ଧୋନି ବିଷୟରେ କିଛି ଜାଣିବା କଥା Reviewed by odia love story on June 18, 2018 Rating: 5

No comments:

'
Powered by Blogger.