Cristiano Ronaldo Biography In Odia | କ୍ରିଷ୍ଟିଆନୋ ରୋନାଲଡୋ ବିଷୟରେ କିଛି ଜାଣିବା କଥା

Cristiano Ronaldo Biography In Odia | କ୍ରିଷ୍ଟିଆନୋ ରୋନାଲଡୋ ବିଷୟରେ କିଛି ଜାଣିବା କଥା

Cristiano Ronaldo dos Santos Aveiro is a Portuguese professional footballer who plays as a forward for Spanish club Real Madrid and the Portugal national team. 

ନାମ - କ୍ରିଷ୍ଟିଆନୋ ରୋନାଲଡୋ  ଡ଼ଶ ଶାନ୍ତସ ଆବେଈର
ଜନ୍ମ -   ୫  ଫେବୃଆରୀ  ୧୯୮୫
ଜନ୍ମ ସ୍ଥାନ- ଫୁଂଚାଲ, ମଡ଼େଇର, ପର୍ତ୍ତୁଗାଲ
ଡାକ ନାମ - କ୍ରିଷ୍ଟିଆନୋ ରୋନାଲଡୋ
ଉଚ୍ଚତା -୧ .୮୫ ମି. ( ୬ ଫୁଟ  ୧ ଇଂଚ )
ଖେଳିବାର ସ୍ଥାନ-  ଆଗରେ (Forward)
ଖେଳୁଥିବା ଦଳ - ରିଅଲ୍‌ ମାଦ୍ରିଦ୍‌ (Real Madrid)
ସାର୍ଟ   ନଂ -‎ ୭
ପୁରସ୍କାର-





ସମ୍ୱନ୍ଧ 
ଜୋସେ  ଦିନିଜ଼  ଅବେଈର  (ପିତା )
ମାରିଆ  ଡୋଲରସ ଡ଼ଶ ଶାନ୍ତସ ଆବେଈର (ମା )
ଏଲମା  (ବଡ ଭଉଣୀ )
ହୁଙ୍ଗଓ  (ବଡ ଭାଇ )
ଲିଲିଆନ କାଟିଆ (ବଡ ଭଉଣୀ )
କ୍ରିଷ୍ଟିଆନୋ ରୋନାଲଡୋ ଜୁନିୟେର (ପୁଅ )

      ରୋନାଲଡୋଙ୍କ ପିତା ଦିନିଜ଼  ଅବେଈର ନଗର ନିଗମ ର ଜଣେ ମାଳି ଭାବେ କାମ କରୁଥିଲେ | କ୍ରିଷ୍ଟିଆନୋ ରୋନାଲଡୋଙ୍କ ନାମ ତାଙ୍କ ପିତା(ଜୋସେ  ଦିନିଜ଼  ଅବେଈର) ଆମେରିକାର ୪୦ତମ ରାଷ୍ଟ୍ରପତି ରୋନାଲ ରୟାଗନ ନାମ ଅନୁସାରେ ରଖିଥିଲେ | ରୋନାଲ ରୟାଗନ ରାଷ୍ଟ୍ରପତି ହେବ ଆଗରୁ ସେ ଜଣେ ଚଳଚିତ୍ର କଳାକାର ଥିଲେ ଏବଂ ଦିନିଜ଼  ଅବେଈରଙ୍କର ପ୍ରିୟ କଳାକାର ଥିଲେ |

     କ୍ରିଷ୍ଟିଆନୋ ରୋନାଲଡୋ  ଡ଼ଶ ଶାନ୍ତସ ଆବେଈର ଯିଏ କି ରୋନାଲଡ ଭାବେ ଜଣା  | ସେ ଜଣେ ପର୍ତ୍ତୁଗାଲର  ନିପୁଣ ଫୁଟ୍‌ବଲ୍‌  ଖେଳାଳି ଯିଏ କି ଏବେ ରିଅଲ୍‌ ମାଦ୍ରିଦ୍‌ ଫୁଟ୍‌ବଲ୍‌ ଦଳ  ଖେଳୁଛନ୍ତି  ଏବଂ ସେ ମଧ୍ୟ ପର୍ତ୍ତୁଗାଲ ରାଷ୍ଟ୍ରୀୟ ଫୁଟ୍‌ବଲ୍‌ ଦଳ ର ଅଧିନାୟକ ଅଛନ୍ତି |

      ରୋନାଲଡୋ ଛୋଟ ବୟସରୁ ହିଁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ | ତାଙ୍କ ଫୁଟବଲ ଖେଳ ପ୍ରତି ଅଗ୍ରହା ଦେଖି  ତାଙ୍କୁ 8 ବର୍ଷ ବୟସରେ ଏଣ୍ଡୋରିନା ସ୍ପୋର୍ଟ୍ସ କ୍ଳବରେ ସାମିଲ କରାଯାଇଥିଲା | ରୋନାଲଡୋଙ୍କ ମା ତାଙ୍କୁ ଛୋଟ  ବେଳେ କ୍ରାଏଇ ବେବି ବୋଲି ତଙ୍କୁ ଡାକୁଥିଲେ, କାହିଁକିନା ଯେତେ ବେଳେ ସେ ଖେଳରେ  ଭଲ ଭାବେ  ଖେଳି ନପାରିବାରୁ କାନ୍ଦିପକାଉଥିଲେ | ୧୦ ବର୍ଷ ବୟସରେ ତାଙ୍କୁ ତାଙ୍କ ସହରର ସବୁଠାରୁ ବଡ ଫୂଟବଲଳ କ୍ଳବ ରେ ସାମିଲ କରାଯାଇଥିଲା |୧୯୯୭  ରେ ୧୨  ବର୍ଷ ବୟସରେ ପର୍ତ୍ତୁଗାଲ ର ସ୍ପୋର୍ଟ୍ସ କ୍ଳବ ରେ ପ୍ରଦାସନ ପାଇଁ ଯାଇଥଲା ବେଳେ ତାଙ୍କ ଫୁଟବଲ ଖେଳର ପ୍ରଦାସନ ଦେଖି ତାଙ୍କୁ  ୧୫୦୦  ପାଉଣ୍ଡ ରେ ପର୍ତ୍ତୁଗାଲ ଦଳ ପାଇଁ ବଛା ଯାଇଥିଲା |
   
        ମୋଦ ପେଇବା ଯୋଗୁଁ ତାଙ୍କ ପିତାଙ୍କର ୫୨  ବର୍ଷବୟସରେ ମୃତ୍ୟୁବରଣ ଘଟିଥିଲା ଏହା ରୋନାଲଡୋଙ୍କୁ  ବହୁ ଦୁଃଖ ସାହିବା  ପାଇଁ ପଡ଼ିଥିଲା ସେଥିପାଇଁ ସେ ମଦ  କେବେ ପେଇବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ |ପିତାଙ୍କର ମୃତ୍ୟୁ ଜଗୁ ପରିବାରରେ ଆର୍ଥିକ  ଅଭାବ ଯାଗୁଁ ତାଙ୍କ ମାଙ୍କୁ ଅନ୍ୟଙ୍କ ଘରେ ରୋଷେଇ କରି ନପାରିବାର ପଶିବା ପାଇଁ ପଡିଥିଲା |
       
          ନିଜର ପ୍ରଥମ ଖେଳ ପର୍ତ୍ତୁଗାଲ ଲେଶବନ ଦଳ ପାଇଁ ୧୭  ବର୍ଷ ବୟସରେ ଊଂଇଟେଡ଼ ମଞ୍ଚେଷ୍ଟର  ବିପକ୍ଷରେ ଖେଳିଥିଲେ | ଏହି ଖେଳରେ ରୋନାଲଡୋଙ୍କର  ଚମତ୍କାର ଖେଳ ଦେଖି  ୱାଲେକ୍ସ ଫେରଗସନ  ମଞ୍ଚେଷ୍ଟର ଊଂଇଟେଡ଼ ଦଳ ପାଇଁ ତାଙ୍କୁ ୧୭ ମିଲିଅନ ଡଲାର ଦେଇ  କିଣିନେଇଥିଲେ | ଯୋଉଁଟାକି ଇଂରେଜ ଫୁଟବଲ ଖେଳ ଇତିହାସରେ ସବୁଠୁ ଅଧିକ ତାଙ୍କ ଦେଇ କିଣାଯାଇଥିବା ଯୁବ ଖେଳାଳୀ ଥିଲା | ମଞ୍ଚେଷ୍ଟର ଊଂଇଟେଡ଼ ଫୁଟବଲ ଦଳ ପାଇଁ ରୋନାଲଡୋ ଅଗଷ୍ଟ ୨୦୦୩  ରୁ ମଇ ୨୦୦୯  ପର୍ଯ୍ୟନ୍ତ ୧୯୬  ଖେଳରେ 86 ଗୋଲ ସଂଗ୍ରହ କରିଥିଲେ |
   
    ଏହା ପରେ ୨୦୦୯ ରେ ରୋନାଲଡୋଙ୍କୁ ରିଅଲ୍‌ ମାଦ୍ରିଦ୍‌ ଫୁଟ୍‌ବଲ୍‌ ଦଳ ୧୩୨  ମିଲିୟନ ଡଲାର ଦେଇ ୨୦୦୯ ରୁ ୨୦୧୫  ପର୍ଯ୍ୟନ୍ତ ଖେଳିବା ପାଇଁ  ନିଜ ଦଳରେ ସାମିଲ କରିଥିଲା | ଏହାପରେ ପୁଣି ୧୮୬୪  କୋଟି ଟଙ୍କା  ଦେଇ ୨୦୧୧  ପଯ୍ୟନ୍ତ  ଖେଳିବା ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଥିଲା |ଏହା ତାଙ୍କୁ ଦୁନିଆର ସବୁଠୁ ମାହାଙ୍ଗା ଫୁଟବଲ ଖେଳାଳି ଭାବେ ପରିଚୟ କରାଇଥିଲା |
   
ଫୁଟ୍‌ବଲ୍‌ ଖେଳିବା ସହିତ ସେ ଜଣେ ଭଲ ବାସ୍କେଟବଲ ଖେଳାଳି | ସେ ନିଜ ଟଙ୍କାରେ ଅନେକ ସମାଜ ସେବା ମଧ୍ୟ କରନ୍ତି ଏବଂ ସେ ବର୍ଷକୁ ୨ ଥର ରକ୍ତ ଦାନ କରୁଥିବା ଯଗୁଁ ଅନ୍ୟ ଖେଳାଳିଙ୍କ ପରି ଦେହରେ ଟାଟୁ  ଆଙ୍କି ନାହାନ୍ତି |

Cristiano Ronaldo Biography In Odia | କ୍ରିଷ୍ଟିଆନୋ ରୋନାଲଡୋ ବିଷୟରେ କିଛି ଜାଣିବା କଥା


Cristiano Ronaldo Biography In Odia | କ୍ରିଷ୍ଟିଆନୋ ରୋନାଲଡୋ ବିଷୟରେ କିଛି ଜାଣିବା କଥା Cristiano Ronaldo Biography In Odia | କ୍ରିଷ୍ଟିଆନୋ ରୋନାଲଡୋ ବିଷୟରେ କିଛି ଜାଣିବା କଥା Reviewed by odia love story on June 20, 2018 Rating: 5

No comments:

'
Powered by Blogger.