Odia, Hindi Love Story, Whatsapp Video, Wishes, Jokes, Shayari

Maa Sabitri Brata Katha || ସାବିତ୍ରୀ ଓଷା

ଓଷା ପାଳନ 

Sabitri Brata
             ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ , ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ଵିତ କରାଯାଇଥାଏ ।

ସାବିତ୍ରୀ ବ୍ରତ କଥା |




Savitri Brata(ସାବିତ୍ରୀ ବ୍ରତ) 



Savitri Brata, Savitri Vrata, Savitri Amavasya, Savitri and Satyavan, Savitri Osha, odia Savitri Brata, Savitri Brata eBook, Savitri Brata book download, Satyavan Savitri Story, Savitri Brata story, Yam raaj, 

Maa Sabitri Brata Katha || ସାବିତ୍ରୀ ଓଷା Maa Sabitri Brata Katha || ସାବିତ୍ରୀ ଓଷା Reviewed by odia love story on May 15, 2018 Rating: 5

No comments:

Powered by Blogger.