Odia, Hindi Love Story, Whatsapp Video, Wishes, Jokes, Shayari

Odia Heart Touching Love Story: True Love - "ସତ ପ୍ରେମ".

Odia Heart Touching Love Story
Odia Heart Touching Love Story: True Love - "ସତ ପ୍ରେମ".

Read:

ପୁଅ ଝିଅ ଦୁଇଜଣ ବାଇକ ରେ ଯାଉଥିବ ସମୟରେ........

ଝିଅ- ମୁ କହୁଛି ଗାଡିର ସ୍ପୀଡ଼ କାମ କର, ମୋତେ ଡର ଲାଗୁଚି.କଣ ପାଇଁ ଏୟାଟେ ସ୍ପୀଡ଼ରେ ଚଳାଉଛ ।
ପୁଅ- ନା ନା ମୋତେ ଖୁସୀ ଲାଗୁଛି।
ଝିଅ- ତମକୁ ଖୁସି ଲାଗୁଚି କିନ୍ତୁ ମୋତେ ବହୁତ ଡର ଲାଗୁଚି ପ୍ଲିଜ ଗାଡିକୁ ଧୀରେ ଚଳାଅ ।
ପୁଅ- ତା ହେଲେ ତମେ ମୋତେ କୁହାକୁ ତମେ ମୋତେ ଭୋଳପାଅ ବୋଲି ।
ଝିଅ- ଏବେ ତ କହିଥିଲି ସମସ୍ତଙ୍କ ସାମ୍ନାରେ ।
ପୁଅ- ପୁଣି ଥରେ କୁହ ତମ ମୁହଁରୁ i love you ଶୁଣିବାକୁ ମୋତେ ବହୁତ ଭଲ ଲାଗେ , କୁହନା ଆଉ ଥରେ ।
ଝିଅ-i love you , ଏବେ ତ ସ୍ପୀଡ଼ କମ କର ।
ପୁଅ- ଥରେ hug କରି ଦିଅ ।
ଝିଅଟି ତାକୁ ଜୋର ରେ କୁଣ୍ଢେଇ ପକେଇଲେ ।
ପୁଅ ଟି କହିଲା ଯେ ତମେ ମୋର ହେଲମେଟ ପିନ୍ଧିବକି, ମୋତେ ରାତିରେ ୟାର କଚରେ ଠିକ ସେ ଦେଖା ଯାଉ ନାହିଁ.......
ଝିଅଟି ତା ହେଲମେଟ କୁ ପିନ୍ଧିନେଲା ।
............
............
.............
............
ଆଗ ଦିନ ଖବରକାଗଜରେ ଖବର ଛପା ହେଇଥିଲା କି , ସ୍ପୀଡ ରେ ଯାଉଥିବ ଗୋଟେ ବାଇକର ଦୁର୍ଘଟଣାରେ ପୁଅଟିର ମୃତ୍ୟୁ ହେଇଯାଛି କିନ୍ତୁ ପଛରେ ବସିଥିବା ଝିଅ ଜଣକ ହେଲମେଟ ପିନ୍ଧିଥିବା ଯଗୁଁ ବଞ୍ଚି ଯାଇଛନ୍ତି ।
......
......
କିନ୍ତୁ ସତ କଥାଟି ଏହା ଯେ ବାଇକ ର ବ୍ରେକ ଫେଲ ହେଇଯାଇଥିଲା , ପିଲାଟିକୁ ଜଣ ଥିଲା ଯେ ବାଇକ କୁ ଅଟକାଇ ପାରିବ ନାହିଁ . ସେଠି ପାଇଁ ସେ ତା ପ୍ରେମୀ ର ଜୀବନ ବଞ୍ଚାଇବା ପାଇଁ ତା ନିଜ ଜୀବନ ଉସର୍ଗ କରିଦେଇଥିଲା ।.
.....
ଏହାକୁ କୁହ ଯାଏ ସତ ପ୍ରେମ । ପ୍ରେମରେ କଥା ଦେବାଟା ବଡ଼ ନୁହେଁ , ଯେତେ ବେଳେ ଦରକାର ପଡେ ସେତେ ବେଳେ ଜୀବନ କୁ ବାଜି ଲଗେଇଦେବ ହେଲେ ସତ ପ୍ରେମ ହେଇଥାଇ । - www.odialovestory.com




Odia Heart Touching Love Story: True Love - "ସତ ପ୍ରେମ". Odia Heart Touching Love Story: True Love - "ସତ ପ୍ରେମ". Reviewed by odia love story on February 09, 2018 Rating: 5

No comments:

Powered by Blogger.